Odia Lyrics World

Urvasi odia song Lyrics

 

Urvasi song lyrics in odia

Mo Kalam Ro Sabu Sahi Kam Padijibo Toh Payin

ମୋ କଲମ ର ସବୁ ସାହି କମ ପଡିଯିବ ତୋ ପାଇଁ

କରିବାକୁ ଗଲେ ତୁଳନା ତୋର

ହଁ ରୂପ ରଙ୍ଗେ ଅବା ଗୁଣେ ତୋ ପରିକା କେହି ଜଣେ

ଗୋଟେ ପଣେ ମନ ମୋହୀ ନଉ  ମୋର

କୁହୁକିନୀ ତୋ ଦୁଇ ନୟନ  କରି ଦିଏ  ମତେ ସମ୍ମୋହନ

ତୋ କଥା ଆଉ ତୋ ହସ ହାଏ ଲୁଟି ନିଏ ମନ ମୋର

ଅଦୀନ ରେ ହୃଦୟେରେ ଯାଏ ମହୁ ବରସି

ସତ କାହା ତୁ ଝିଅ ନ ଉର୍ବଶୀ ତୋ ପ୍ରେମ ର ମାୟା ଜାଳେ ଗଳି  ମୁ ଫସି

ସତ କାହା ତୁ ଝିଅ ନ ଉର୍ବଶୀ ତୋ ପ୍ରେମ ର ମାୟା ଜାଳେ ଗଳି ମୁ ଫସି

ଗଳି ମୁଁ ଫସି

ଯେତେ ଥର ମୋ ନଜର ତୋ ଉପରେ ପଡିଯାଏ

ତୋ ଲାଗି ମୋ ମନେ  ପ୍ରେମ ସେତେ ବେସୀ ବଢିଯାଏ

ହସି ପଦେ କହିଲେ ତୁ ହସ ମୋ ଉଡି ଯାଏ
ତୋ ଛୁଆଁରେ ନ ପିଇ କି ବି ନିଶା ମତେ ଚଢିଯାଏ

ତୋ ସଜବାଜ ତୋ ଶ୍ରୀନଘାର

କରିଦିଏ ରେ ମତେ ବିଭୋର

ମୋ ନିଶ୍ଵାସେ ଖେଳେ ଲହରୀ

ହାଏ ମହକ ତୋ ଦେହର

ସତ ଅବା ସ୍ବପ୍ନ ତୁ ଭାବେ ରେ ମୁ ବସି

ସତ କାହା ତୁ ଝିଅ ନ ଉର୍ବଶୀ ତୋ ପ୍ରେମ ର ମାୟା ଜାଳେ ଗଳି  ମୁ ଫସି

ସତ କାହା ତୁ ଝିଅ ନ ଉର୍ବଶୀ ତୋ ପ୍ରେମ ର ମାୟା ଜାଳେ ଗଳି  ମୁ ଫସି

କଳାମେଘୀ କେଶ ତୋର ଉଡେ  ଯେବେ ପବନ ରେ

ସାତରଙ୍ଗୀ ଇଂଦ୍ରଧନୁ ଖେଳି ଯାଏ ମୋ ମନରେ

ଫୁଲପକା ଅଢୋଣୀ ବାଜିଲେ ମୋ ଦେହେ ଆସି

ଲାଗେ ସତେ ଛାତି ତଳୁ  କଲିଜା ମୋ ଯାଏ ଖସି ଯାଏ

ତୁ ଉପରଠୁ ତଳ ଯାଏ ଗୋଟେ ଚାଉଳ ରେ ଗଢା ଆୟେ

ଯେତେ ଦେଖିଲେ ତତେ ନିରିକ୍ଷୀ ପୁଣୀ ଦେଖିବାକୁ ଇଚ୍ଛା ହୁଏ

ପରୀ ଟେ ନୁହେଁ ସତ ପରୀଠୁ ବି ବେଶୀ

ସତ କାହା ତୁ ଝିଅ ନ ଉର୍ବଶୀ ତୋ ପ୍ରେମ ର ମାୟା ଜାଳେ ଗଳି  ମୁ ଫସି

ସତ କାହା ତୁ ଝିଅ ନ ଉର୍ବଶୀ ତୋ ପ୍ରେମ ର ମାୟା ଜାଳେ ଗଳି  ମୁ ଫସି

Urvasio odia song lyrics for more song

vist:oialyricsworld.com

 

 

Exit mobile version