May 25, 2024

Song : Sunara Sahare Rupa Torana
Film : Tate Mo Rana
Music : Bhuban-Hari
Singers : Kumar Bapi, Ira Mohanty
Cast : Siddhant Mahapatra,
Barsa Priyadarshini, Netrananda

Tote mo rana odia song

ହେ ହେ ହେ…… ଲା ଲା ଲା……
ହାଁ ହାଁ ହାଁ …………..

ସୁନାର ସହରେ  ରୂପା  ତୋରଣ
ପିନ୍ଧିଦେ ଆଜି ତୁ ନାଲି କଙ୍କଣ
ଲୋ ତତେ ମୋ ରାଣ
ତତେ ମୋ ରାଣ …..

ଫୁଲକୁ ମିଳିଛି ଲକ୍ଷେ ଫଗୁଣ
ଭସେଇ ଦେବୁନି ଡାକି ଶ୍ରାବଣ
ରେ ତତେ ମୋ ରାଣ

ତତେ ମୋ ରାଣ
ତତେ ମୋ ରାଣ

ରୂପା ର ପସରା ଧରି
ଡାକି ନେଲା ହାତ ଧରି
ସରଗର ପରି ଟିଆ ବାଟ ଭୁଲେଇ

ହା ହା ହା
ମନର ମହଲ ମୋର କେଉଁ ଏକା ଯାଯାବର
ପିରତିର ଫୁଲ ଦେଇ ନେଲା ମୂଳେଇ

ଜୀବନ ଅକାଶେ ମେଘ ମିଳନ
ସାଯିବୁ ମୋ ପାଇଁ ରୂପା କିରଣ ଲୋ
ତତେ ମୋ ରାଣ
ତତେ ମୋ ରାଣ

ତତେ ମୋ ରାଣ

ଶିକାରୀ କୁ ବାଟ ଛାଡି
ମହୁ ମାଛି ଗଲା ଉଡି
ମମତା ର ମହୁ ଫେଣା ଗଲା ନିଗିଡି

ହେ ହେ
ହା ହା

ଦେହରୁ ପାଖୁଡା କାଢି
ଫୁଲ ଦେଲା ବସ ଛାଡି
ନିରୀହ ସେ ଭଅଁର ତ ଗଲା ବିଗିଡି

ଆସୁରେ ବତାସ ଆସୁ ମରଣ
ଚାଲିବା ଏକାଠି ଆମେ ଡି ଜଣ ରେ
ତୋତେ ମୋ ରାଣ ତୋତେ ମୋ ରାଣ ତୋତେ ମୋ ରାଣ ..

ତୋ ହାତେ ବଶୂଲ୍ୟ ମୋ ଘରେ ମଇନା
ସକାଳୁ ପଦଡିବୁ ଲକ୍ଷ୍ମୀ ପୂରଣ ଲୋ
ତୋତେ ମୋ ରାଣ
ତୋତେ ମୋ ରାଣ
ତୋତେ ମୋ ରାଣ

ହେ.. ହେ.. ଲା.. ଲା.. ଲା ..
ହାଁ ହାଁ ହାଁ
ହୋ ହୋ ଲା ଲା
ହାଁ ହାଁ ହାଁ ….

Tote Mo Rana Odia Lyrics

ThankYou Visit Again

Leave a Reply

Your email address will not be published. Required fields are marked *