May 24, 2024

Sun Saheba Sun Tu Mo Dhadkan Ra Dhun song Lyrics

Singer:Human Sugar

 

ଚଗଲା ପବନଟା ଗାଏ ଆଜି ସରଗମ୍
ଚୋରିକଲା ମୋ ଠାରୁ ମତେ
ମତେ ପାଉଁଜି ତୋ ରୁଣୁଝୁଣୁ
ମୋ ଆଖ୍ ସପନ ତୁ
ତୁ ମୋର ଜାନେମନ୍
ସାଥ୍‌ ହେଇ ଚାଲୁଥା ତୁ
ମୋ ସାଥେ ହରଦମ୍
ନିଶ୍ବାସରେ ବହୁଛୁ
ତୁ ମୋ ସାଥେ ହରଦମ୍
ଶୁନ୍ ସାହେବା ଶୂନ୍
ତୁ ମୋ ଧଡକନ୍ ର ଧୁନ୍
ଶୁନ୍ ମାହିୟା ଶୂନ୍
ମୁ ତୋ ଧଡକନ୍ ର ଧୁନ୍
ତୋ ଧଡକନ୍ ର ଧୁନ୍

 

ଛାତି ଚିରିଦେଇ ହୃଦୟରେ ମୋର
ଲେଖୁଦେଲି ନାଁ ତୋର
ସେଇ ହୃଦୟରେ
ସାଇତି ରଖୁବୁ କରିବୁନି କେବେ ପର(୨)
ମୋ ଅଧୁରା କବିତାର
ତୁ ମିଠା ଧୁନ୍
ଶୁନ୍ ସାହେବା ଶୂନ୍
ତୁ ମୋ ଧଡକନ୍ ର ଧୁନ୍
ଶୁନ୍ ମାହିୟା ଶୂନ୍
ମୁ ତୋ ଧଡକନ୍ ର ଧୁନ୍
ମୁ ତୋ ଧଡକନ୍ ର ଧୁନ୍

 

ଥୁଲି ଅମାନିଆ ଅଳସି ନଈ
ଠିକଣା ସାଜିଲୁ ମୋର ଥରୁଟେ କହିଦେ
ତୋଳି ଆଣି ଜହ୍ନ ଗଭାରେ ଖୋସିବି ତୋର
ଛାଇ ପରି ପାଖେ ଥୁବୁ ମୋର
ତୁ ହର୍‌ଜନମ୍
ଶୁନ୍ ମାହିୟା ଶୂନ୍
ମୁ ତୋ ଧଡକନ୍ ର ଧୁନ୍
ଶୁନ୍ ସାହେବା ଶୂନ୍
ତୁ ମୋ ଧଡକନ୍ ର ଧୁନ୍
ମୁଁ ତୋ ଧଡକନ୍ ର ଧ୍ବନ

Leave a Reply

Your email address will not be published. Required fields are marked *