May 26, 2024


Singer :Kumar Bapi
Film: Pagala Premi

Feel my love odia song lyrics

ମତେ ଗାଳି ଦେଇ ପାରୁ  (Mate gali deiparu)

ଘୃଣା ତୁ କରିପାରୁ  (Ghruna tu kariparu)
ହୁଏ ତୋ ମୋ ପ୍ରେମ ପାପ ତୋ ପାଇଁ  (Hue to mo prema papa to pain)
ମତେ ଦୋଷ ଦେଇପାରୁ  (Mate dosa deiparu)
ବିଷ ତୁ ଦେଇ ପାରୁ  (Bisha tu dei paru)
ହୁଏ ତୋ ମୋ ପ୍ରେମ କଣ୍ଟା ତୋ ପାଇଁ   (Hue to mo prema kanta to pain)
ଭୁଲ ତୁ ବୁଝି ପାରୁ  (Bhul tu bujhi paru)
ମତେ ଭୁଲି ଯାଇପାରୁ   (Mate bhuli jaiparu)
ତଥାପି କହୁଛି ମୁଁ   (Tathapi kahuchhi mu)
ଭଲ ପାଏ ଭଲ ପାଏ   (bhala pae bhala pae..)
ଫୀଲ ମାଈ ଲଭ   (Feel my love..)
ଫୀଲ ମାଈ ଲଭ  (Feel my love..)
ଫୀଲ ମାଈ ଲଭ   (Feel my love ..)
ଫୀଲ ମାଈ ଲଭ  (Feel my love ..)
ମତେ ଗାଳି ଦେଇ ପାରୁ  (Mate gali deiparu)

ଘୃଣା ତୁ କରିପାରୁ   (Ghruna tu kariparu)

ମତେ ଗାଳି ଦେଇ ପାରୁ  (Mate gali deiparu)
ଘୃଣା ତୁ କରିପାରୁ   (Ghruna tu kariparu)
ହୁଏ ତୋ ମୋ ପ୍ରେମ ପାପ ତୋ ପାଇଁ   (Hue to mo prema papa to pain)
ହେ …ସତ ରେ ହଉ ଅବା   (He..sata re hau aba)

ସ୍ବପ୍ନ ରେ ଫୀଲ ମାଈ ଲଭ   (swapna re Feel my love ..)
ଛଳନା ନାହିଁ ମୋ ପ୍ରେମ   (Chhala na nahi mo prema)
ରେ ଫୀଲ ମାଈ ଲଭ   (re Feel my love ..)
ଗଲେ ତୁ ଜା ଦୂରେ ତଥାପି ଫୀଲ ମାଈ ଲଭ  (Gale tu ja dure tathapi feel my love..)
ଅଛୁ ତୁ ମୋ ମନେ ପ୍ଳିଜ ଫୀଲ ମାଈ ଲଭ  (Achhu tu mo mane please feel my love)
ହୁଏ ତୋ ଜାଗା ନାହିଁ  ତୋ ମନେ ମୋ ପାଇଁ    (Hue ta jaga nahi to mane mo pain)

ହୁଏ ତୋ ବାଲି ଘର ତୋ ପ୍ରେମ ମୋ ପାଇଁ  (Hue ta bali ghara to prema mo pain)
ତଥାପି କହୁଛି ମୁଁ   (Tathapi kahuchhi mu)
ଭଲ ପାଏ ଭଲ ପାଏ    (bhala pae bhala pae..)
ଫୀଲ ମାଈ ଲଭ  (Feel my love..)

ଫୀଲ ମାଈ ଲଭ    (Feel my love..)
ମତେ ଗାଳି ଦେଇ ପାର  (Mate gali deiparu)
ଘୃଣା ତୁ କରିପାରୁ    (Ghruna tu kariparu)
ହୁଏ ତୋ ମୋ ପ୍ରେମ ପାପ ତୋ ପାଇଁ    (Hue to mo prema papa to pain)
ପାଖ ରେ ହଉ ଅବା ଦୂରରେ ଫୀଲ ମାଈ ଲଭ   (Pakha re hau aba dura re feel my love)
ଝୁଲେଇ ଦେଲେ ବ ଫାଶୀ ଫୀଲ ମାଈ ଲଭ    (Jhulei delibi phasire feel my love)
ଗଲେ ତୁ ଯିବୁ ରାଗି ତଥାପି ଫୀଲ ମାଈ ଲଭ    (Gale tu jibu ragi tathapi feel my love)
ଏ ପ୍ରେମ ତୋ ଲାଗି ପ୍ଳିଜ ଫୀଲ ମାଈ ଲଭ   (E prema to lagi please feel my love)
ପାଦ ର ଧୁଳି ଟିଏ ମୁଁ ତୋର ବାଟ ରେ  (Pada ra dhuli tie mu tora bata re)

ପାଗଳ ପ୍ରେମୀ ଟିଏ ମୁଁ ତୋର ପ୍ରେମ ରେ  (Pagala premi tie mu tora prema re)
ଏତିକି ଜାଣିଛି ମୁଁ ଭଲ ପାଏ ଭଲ ପାଏ  (Etiki janichhi mu bhala pae bhala pae)
ଫୀଲ ମାଈ ଲଭ    (Feel my love..)
ଫୀଲ ମାଈ ଲଭ    (Feel my love ..)
ମତେ ଗାଳି ଦେଇ ପାରୁ    (Mate gali dei paru)
ମତେ ଗାଳି ଦେଇ ପାରୁ  (Mate gali dei paru)

ଘୃଣା ତୁ କରିପାରୁ   (Ghruna tu kari paru)
ଘୃଣା ତୁ କରିପାରୁ  (Ghruna tu kari paru)
ମତେ ଗାଳି ଦେଇ ପାରୁ   (Mate gali dei paru)
ଘୃଣା ତୁ କରିପାରୁ   (Ghruna tu kari paru)
ହୁଏ ତୋ ମୋ ପ୍ରେମ ପାପ ତୋ ପାଇଁ   (Hue ta mo prema papa to pain)
ଫୀଲ ମାଈ ଲଭ   (Feel My Love)

Leave a Reply

Your email address will not be published. Required fields are marked *