May 24, 2024

chhamk cholo odia song lyrics

ଛମକ୍ ଛମକ୍ ଛଲୋ
ମୋ ଘର, ବାଟ ଦେଇ, ଧୀରେ ମତେ ଚାହିଁ ଯାଉ ହସିଦେଇ
ରଙ୍ଗବତୀ, ନା ତୁ ରସବତୀ, ତତେ ଦେଖି ଦେଇ ଗଲା ପ୍ରେମ ହେଇ
ଚାଲି ତୋର ଲାଗେ, ରାଜହଂସୀ ପରି, ବହି ପୁରା ଜାଳି ଦଉ…
ସୁନା ଇଲିଶି ତୁ, ପ୍ରେମ କବିତାରେ, ମନ ମୋର କିଣିନଉ…
ଓ ଓ ଓ ଓ, ଦିଲ୍ ବନ୍ ଜାରା ଦିଲ୍ ବନ୍ ଜାରା
ଆଜି କାଇଁ ହୁଏଲୋ
ଓ ଛମକ୍ ଛମକ୍ ଛଲୋ, ଋ ବଦ ଜାଇଫୁଲ
ତୋ ରଙ୍ଗ ଦେଖି ଫଗୁଣ ବି ଫେରି ଯାଏଲୋ
ଓ ଛମକ୍ ଛମକ୍ ଛଲୋ, ଋ ବଦ ଜାଇଫୁଲ
ତୋ ରଙ୍ଗ ଦେଖି ଫଗୁଣ ବି ଫେରି ଯାଏଲୋ
ଓଷଣା ଓଷଣା, ତୁ ମୋ ସୁନା ମଇନା
ଜିଂତି ଆଏ ଟୋକାକୁ, ମାରିଦିଏ ତୋ ନୈନା
ଉଡ଼ିଯାଏ ତୋ କାନି, ଆମ ଅଭିମାନିନୀ
ଭିଜେଇଦେ ପ୍ରିୟାରେ ନାହିଁ ମନି ନାହିଁ ହନି
ତୁ ତ କହିଦେ, ଥରେ ଆଇ ଲଭ୍ ୟୁ, ଫିଲ୍ ମୋର ହେଇ ଯାଉଛି…
ତୋଫା ଚାନ୍ଦିନୀରେ, ରଙ୍ଗ ଯେ ଲଗେଇ, ଟୁରୁ ଲଭ୍ ମୁଁ କରୁଛି…
ଓ ଓ ଓ ଓ, ସୁନ୍ ସାଥିଆ ଓ ରେ ପ୍ରିୟା ମନ ହଜି ଯାଏଲୋ
ଛମକ୍ ଛମକ୍ ଛଲୋ, ଋ ବଦ ଜାଇଫୁଲ
ତୋ ରଙ୍ଗ ଦେଖି ଫଗୁଣ ବି ଫେରି ଯାଏଲୋ
ଓ ଛମକ୍ ଛମକ୍ ଛଲୋ, ଋ ବଦ ଜାଇଫୁଲ
ତୋ ରଙ୍ଗ ଦେଖି ଫଗୁଣ ବି ଫେରି ଯାଏଲୋ
ଅମାନିଆ ତୁ ଆଜି, ରାଜି ଥରେ ହେଇଯା
ଲଭ୍ ଟୁନ୍ ବଜେଇ, ମନ କଥା ବୁଝିଯା
ଡିଜେ ଆଜି ବଜେଇ, ତତେ ଦେବି ଫସେଇ
ଇଲୁ ଇଲୁ ଇଲାଲା, ତୋ କାନରେ କହିବି
ମୋନାଲିସା ଭାବି, ତୋ ଛବି ଆଂକିବି, ଶୁଣି ଜା ମୋ ପୁଚୁକି ଗାଲି…
ଲବଙ୍ଗ ଲତା ମୋ, ତୋ ପାଖେ ରହିବି, ତତେ ମୁଁ ଝୁରୁଚି ଖାଲି…
ଓ ଓ ଓ ଓ, ରେ ମାହିରେ ତୁ ଛୁଇଁଲେ ନିଆଁ ଲାଗି ଯାଏଲୋ
ଛମକ୍ ଛମକ୍ ଛଲୋ, ଋ ବଦ ଜାଇଫୁଲ
ତୋ ରଙ୍ଗ ଦେଖି ଫଗୁଣ ବି ଫେରି ଯାଏଲୋ
ଓ ଛମକ୍ ଛମକ୍ ଛଲୋ, ଋ ବଦ ଜାଇଫୁଲ
ତୋ ରଙ୍ଗ ଦେଖି ଫଗୁଣ ବି ଫେରି ଯାଏଲୋ

Leave a Reply

Your email address will not be published. Required fields are marked *