May 23, 2024
Anamika Nayika se odia song Lyrics
Caption Detail
Song Anamika Nayika(Title Track)
Album Anamika Nayika
Singer Babul Supriyo
Video Artiste Deepak, Monalisa
Music Director Prem Anand
Lyrics Arun Mantri
Music Label Sidharth Music
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଚୁନା ଚୁନା ସପନରେ ଅନାବନା ଭାବନାରେ
ଚୁନା ଚୁନା ସପନରେ ଅନାବନା ଭାବନାରେ
ନିତି ଆସି ବଜାଏ ସେ ପାଦର ପାଉଁଜି ଆଉ
କାନର ଝୁମୁକା..କାନର ଝୁମୁକା
କାନର ଝୁମୁକା ଆଉ କାନର ଝୁମୁକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ହୋ..ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଦେଖା ହୁଏ ସିନା ଭିଡ଼ରେ ମୋଡ଼ରେ
ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ ଆଖିରେ
ତାକୁ କହିପାରେ ନାହିଁ
ହୋ..ଦେଖା ହୁଏ ସିନା ଭିଡରେ ମୋଡ଼ରେ
ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ ଆଖିରେ
ତାକୁ କହିପାରେ ନାହିଁ
ଅଧା ଅଧା କାହାଣୀରେ
ଚୋରା ଚୋରା ଚାହାଣୀରେ
ଅଧା ଅଧା କାହାଣୀରେ
ଚୋରା ଚୋରା ଚାହାଣୀରେ
ଏତିକି ମୁଁ ଜାଣେ ଖାଲି ତା ହସ ମୁକୁତା ଆଉ
ତା ଆଖି ଶାମୁକା..ତା ଆଖି ଶାମୁକା
ତା ହସ ମୁକୁତା ଆଉ ତା ଆଖି ଶାମୁକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ହୋ..ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଦିନ ପରେ ରାତି ବିତୁଛି ଏମିତି
ପାରେ ନାହିଁ ତାକୁ ଛୁଇଁ
ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି
ରହିଛି ସେ କଢ଼ି ହୋଇ
ହୋ..ଦିନ ପରେ ରାତି ବିତୁଛି ଏମିତି
ପାରେ ନାହିଁ ତାକୁ ଛୁଇଁ
ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି
ରହିଛି ସେ କଢ଼ି ହୋଇ
ଥରେ ଥରେ ନିରୋଳାରେ
ବେଳେ ବେଳେ ନିରବରେ
ଥରେ ଥରେ ନିରୋଳାରେ
ବେଳେ ବେଳେ ନିରବରେ
ଭାବୁଛି ମୁଁ ସିଏ ମୋର ମନର ମାନସୀ ଆଉ
ମାନିନୀ ମୋନିକା..ମାନିନୀ ମୋନିକା
ମାନିନୀ ମୋନିକା ଆଉ ମାନିନୀ ମୋନିକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ହୋ..ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

Leave a Reply

Your email address will not be published. Required fields are marked *