May 26, 2024

Ajana asuna kahin sabu lage

ମନରେ ମୋ ଏତେ ପ୍ରଶ୍ନ ଦେବୁକି ଉତର
ଖୋଜିଲେ ବି କାରଣ ମୁ ପାଏନି ତାର

ଓ ମନରେ ମୋ ଏତେ ପ୍ରଶ୍ନ ଦେବୁକି ଉତର
ଖୋଜିଲେ ବି କାରଣ ମୁ ପାଏନି ତାର

ଛାତି ତଳ କଥା ସବୁ ଆପେ ବୁଝିଯାରେ
କହିଦେଲେ ଓଠ ଖୋଲି, ମରି ଜୀବି ଲାଜରେ

ଅଜଣା ଆସୁନ କାହିଁ ସବୁ ଲାଗେ ଆଜି ପ୍ରେମରେ
ତୋ ଓଠୋରେ ରେ ଟିକେ ଖୁସି ଦେଖିବାକୁ ,ସବୁ ବାଜି ମୁ ହାରେ
ଅଜଣା ଆସୁନ କାହିଁ ସବୁ ଲାଗେ ଆଜି ପ୍ରେମରେ
ତୋ ଓଠୋରେ ରେ ଟିକେ ଖୁସି ଦେଖିବାକୁ ,ସବୁ ବାଜି ମୁ ହାରେ

ତୋତେ ପାଇ ଏ ଜୀବନେ ସବୁ ମୁଁ ପାଇଛି
ଏ ମନର ସାଧା  ସିଲଟରେ ତୋ ନାଆ ଲେଖିଛି
ଆ ଆଜିକାଲି ମୋତେ କାହିଁ ଏମିତି ଲାଗୁଛି
ସରଗରୁ ଜହ୍ନ ସତେ ଖସି କି ପଡିଛି

(Ajana asuna kahin sabu lage)

ଖୁସି ମୋର ସୀମା ଟେପ ,ତୋତେ ପାଇ ପାଖରେ
ହୃଦୟର ସୁନୟସ୍ଥାନ ଆଜି ଭରିଗଲା ରେ

ଅଜଣା ଆସୁନ କାହିଁ ସବୁ ଲାଗେ ଆଜି ପ୍ରେମରେ
ତୋ ଓଠୋରେ ରେ ଟିକେ ଖୁସି ଦେଖିବାକୁ ,ସବୁ ବାଜି ମୁ ହାରେ
ଅଜଣା ଆସୁନ କାହିଁ ସବୁ ଲାଗେ ଆଜି ପ୍ରେମରେ
ତୋ ଓଠୋରେ ରେ ଟିକେ ଖୁସି ଦେଖିବାକୁ ,ସବୁ ବାଜି ମୁ ହାରେ

କହିଦେଲେ ପଦେ ଟାଣ ,ବେଶୀ ତୋ ବାଧୂଛି
ଏତେ ରାଗ ପ୍ରେମିକା ମୁଁ କଉଠୁ ପାଇଛି
ହସିଦେ ରେ ଥରେ ଟିକେ ମୋତେ ବୁଲି ଚାଁହି
ସବୁ ରାଗ ଦେଖିବୁ ଜୀବରେ ଉଭେଇ

ଲିଭିଯାଏ ରାଗରୁଷା ଗୋଟିଏ କ୍ଷଣରେ
ହୃଦୟର ମଲାଟରେ ତୁ ଖାଲି ଅଛୁ ରେ

ଅଜଣା ଆସୁନ କାହିଁ ସବୁ ଲାଗେ ଆଜି ପ୍ରେମରେ
ତୋ ଓଠୋରେ ରେ ଟିକେ ଖୁସି ଦେଖିବାକୁ ,ସବୁ ବାଜି ମୁ ହାରେ
ଅଜଣା ଆସୁନ କାହିଁ ସବୁ ଲାଗେ ଆଜି ପ୍ରେମରେ
ତୋ ଓଠୋରେ ରେ ଟିକେ ଖୁସି ଦେଖିବାକୁ ,ସବୁ ବାଜି ମୁ ହାରେ

Ajana asuna kahin sabu lage

Singer: Human Sagar & Asima Panda

 

 

Leave a Reply

Your email address will not be published. Required fields are marked *